

- ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲା,ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କଲେ ମନୀଷଙ୍କ ୨ ସାଙ୍ଗ, ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ଯୁଂଜୟ, ଘଟଣା ଘଟିବା ଦିନ ଏହି ୨ ଜଣ ମନୀଷଙ୍କ ସହ ହୋଟେଲରେ ଥିଲେ। ଉଭୟଙ୍କୁ ଖୋଜୁଥିଲା ପୋଲିସ
- ମାଲକାନଗିରିରେ ପହଞ୍ଚିଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସହ ପହଞ୍ଚିଲେ ଡିଜିପି, କାଲିର ସଫଳ ନକ୍ସଲ ଅପରେସନ ପରେ SPଙ୍କ କାର୍ଯ୍ୟାଳୟରେ ବୈଠକ