ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲା,ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କଲେ ମନୀଷଙ୍କ ୨ ସାଙ୍ଗ, ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ଯୁଂଜୟ, ଘଟଣା ଘଟିବା ଦିନ ଏହି ୨ ଜଣ ମନୀଷଙ୍କ ସହ ହୋଟେଲରେ ଥିଲେ। ଉଭୟଙ୍କୁ ଖୋଜୁଥିଲା ପୋଲିସ

Leave a Reply

Your email address will not be published. Required fields are marked *