

- ପୁରୀ ଜିଲ୍ଲା ବେତାଲ RI ସର୍କଲର ରାଜସ୍ବ ନିରୀକ୍ଷକ ମନୋଜ ପରିଡ଼ା ବହିଷ୍କୃତ | ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ପାଇଁ ବହିଷ୍କାର କଲେ ସରକାର | ୨ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କଲେ ସରକାର | ବଲାଙ୍ଗିରର ପୂର୍ବତନ ଅତିରିକ୍ତ SP ଶ୍ରୀକାନ୍ତ ମିଶ୍ରଙ୍କ ପେନସନ ବନ୍ଦ
- ଓମିକ୍ରନ୍ ରିସ୍କ ଦେଶରୁ ଏଯାଏ ୩୮୦ ଜଣ ଓଡ଼ିଶା ଫେରିଛନ୍ତି, ଗତ ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ରାଜ୍ୟରେ ପ୍ରବେଶ କରିଛନ୍ତି ୧୫୬ ଜଣ, ସେମାନଙ୍କୁ ୭ଦିନ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଉଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର