

- କେନ୍ଦୁଝର ଜିଲ୍ଲା ଶାଳପଡ଼ା ଓଭର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଲୁହା ପଥର ବୋଝେଇ ଟ୍ରକ୍; ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ
- ଜଗମୋହନ ମରାମତି ମାମଲା; ସତ୍ୟପାଠ ଅସମ୍ପୂର୍ଣ୍ଣ ଦର୍ଶାଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ | ସତ୍ୟପାଠ ଅଗ୍ରାହ୍ୟ ପରେ ଫେରାଇନେଲେ ASI କର୍ତ୍ତୃପକ୍ଷ, ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଆସନ୍ତା ୧୫ ତାରିଖରେ ଏନେଇ ସାନି ଶୁଣାଣି ହେବ କହିଲେ |