କାନ୍ଥ ପଡ଼ି ଗୋଟିଏ ପରିବାରର ବାପା ମୃତ, ପୁଅ ଗୁରୁତର ; ନିଜ ଘରର କାନ୍ଥ ଦେଲା ବେଳେ ପଡ଼ୋଶୀ ଘରର କାନ୍ଥ ଭୁଶୁଡ଼ିଲା

ରାୟଗଡ଼ା: ମୁନିଗୁଡ଼ା ବ୍ଲକ ଆଙ୍କୁଳପଦର ଗାଁରେ କାନ୍ଥ ପଡ଼ି ଗୋଟିଏ ପରିବାରର ବାପା ମୃତ, ପୁଅ ଗୁରୁତର; ନିଜ ଘରର କାନ୍ଥ ଦେଲା ବେଳେ ପଡ଼ୋଶୀ ଘରର କାନ୍ଥ ଭୁଶୁଡ଼ିଲା, ଗୁରୁତର ପୁଅ ବିଷମକଟକ ମେଡିକାଲରେ ଭର୍ତ୍ତି

Leave a Reply

Your email address will not be published. Required fields are marked *