

- ଲୋକଙ୍କ ଦ୍ୱାରା ଅଟକ ଗଞ୍ଜାମ ପାତ୍ରପୁର ବିଡିଓ ପ୍ରକାଶ ଦାଶ ମୁକୁଳିଲେ, ପ୍ରଶାସନ ସହ ଆଲୋଚନା ପରେ ବିଡିଓଙ୍କୁ ଛାଡ଼ିଲେ ଅଟକ ରଖିଥିବା ଲୋକେ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ ଦେଇଛନ୍ତି ସୂଚନା, ଭୋଟର ଲିଷ୍ଟରେ ନାଁ ନଥିବାରୁ ବିଡିଓଙ୍କୁ ଦାୟୀ କରି ଅଟକ ରଖିଥିଲେ
- ୟୁକ୍ରେନ୍ ଯାଇଥିବା ଏୟାର ଇଣ୍ଡିଆ ବିମାନ ଅଧା ବାଟରୁ ଫେରିଲା | ଯୁଦ୍ଧ ଆରମ୍ଭ ହୋଇସାରିଥିବାରୁ ଅଧାରୁ ଫେରିଲା ବିମାନ । ୟୁକ୍ରେନ୍ରେ ଥିବା ଭାରତୀୟଙ୍କୁ ଆଣିବାକୁ ଯାଇଥିଲା ବିମାନ