

- ବଲାଙ୍ଗିର ପୋଲିସ ହେପାଜତରୁ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ ଘଟଣା, କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ କନେଷ୍ଟବଳ ରାକେଶ ବିଶ୍ବାଳ, ଦୟା ଜାନୀ, ରବୀନ୍ଦ୍ର ଝିଲେନିଙ୍କୁ ନିଲମ୍ବିତ, ଗତ ୧୦ ଦିନ ଧରି ନିଖୋଜ ଅଛନ୍ତି ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନମିତା ମେହେର, ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ
- ଅନୁଭବରୁ ଆସିଥିବା ସାହିତ୍ୟ ସର୍ବଦା ଅନ୍ତରକୁ ଛୁଇଥାଏ : ସ୍ନେହଲତା