ବଲାଙ୍ଗିର ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ ଘଟଣା, କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ କନେଷ୍ଟବଳ ରାକେଶ ବିଶ୍ବାଳ, ଦୟା ଜାନୀ, ରବୀନ୍ଦ୍ର ଝିଲେନିଙ୍କୁ ନିଲମ୍ବିତ, ଗତ ୧୦ ଦିନ ଧରି ନିଖୋଜ ଅଛନ୍ତି ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନମିତା ମେହେର, ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ

Leave a Reply

Your email address will not be published. Required fields are marked *