- କୋରାପୁଟ ସୁନାବେଡ଼ା ଥାନା ପଛପଟେ ପଡିଛି ବ୍ୟବସାୟୀଙ୍କ ମୃତଦେହ, ମୃତ ବ୍ୟବସାୟୀ ଦୟା ବାଘଙ୍କ ଘର ସୁନାବେଡାର ରାଜୀବ କଲୋନିରେ, ମୃତ୍ୟୁର କାରଣ ଅସ୍ପଷ୍ଟ, ସୁନାବେଡା ପୋଲିସର ତଦନ୍ତ ଜାରି
- SCBରେ ରୋଗୀ ମୃତ୍ୟୁ ପରେ ଉତ୍ତେଜନା: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ,ସହର ଉପକଣ୍ଠ ପୋଡାଅସ୍ତିଆରେ ରାସ୍ତାରୋକ ଯୋଗୁଁ ଗମନାଗମନ ଠପ୍, ଗତ ୩ରେ ପିଆରଏମ୍ ଚିକିତ୍ସାଧୀନ ରୋଗୀଙ୍କ ଉପରେ ଛାତ କଂକ୍ରିଟ ଖସିପଡ଼ିଥିଲା, ଗୁରୁତର ରୋଗୀଙ୍କ କାଲି SCBରେ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି