

- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାରେ ହାଇକୋର୍ଟଙ୍କ ଜବାବ ତଲବ| ସଂସ୍କୃତି ସଚିବ,ସଂସ୍କୃତି ନିର୍ଦ୍ଦେଶକଙ୍କ ସମେତ ସବୁ ପ୍ରତିପକ୍ଷଙ୍କୁ ଜବାବ ତଲବ,ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି |
- ପଞ୍ଚଭୂତରେ ଲୀନ ହେଲେ ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତ। ଦିଲ୍ଲୀର ବ୍ରାର୍ ସ୍କୋୟାରରେ ପିତା-ମାତାଙ୍କୁ ମୁଖାଗ୍ନି ଦେଲେ ଦୁଇ ଝିଅ କ୍ରିତିକା ଏବଂ ତାରିଣୀ। ଶେଷ ସମ୍ମାନ ଭାବେ ବିପିନ ରାୱତଙ୍କୁ ଦିଆଗଲା ୧୭ ତୋପ ସଲାମୀ । ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ