ଦେଶରେ ଦିନକରେ ୩୩୭୭ ନୂଆ କୋରୋନା ପଜିଟିଭ ଚିହ୍ନଟ | ଗତକାଲିଠୁ ୨.୨% ଅଧିକ ସଂକ୍ରମିତ | ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷ ୭୨ ହଜାର ୧୭୬ | ମୋଟ ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୩ ହଜାର ୭୫୩କୁ ବୃଦ୍ଧି | ଆକ୍ଟିଭ କେସ୍ ୧୭,୮୦୧ରେ ପହଞ୍ଚିଲା |

Leave a Reply

Your email address will not be published. Required fields are marked *