ପଞ୍ଚଭୂତରେ ଲୀନ ହେଲେ ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତ। ଦିଲ୍ଲୀର ବ୍ରାର୍‌ ସ୍କୋୟାରରେ ପିତା-ମାତାଙ୍କୁ ମୁଖାଗ୍ନି ଦେଲେ ଦୁଇ ଝିଅ କ୍ରିତିକା ଏବଂ ତାରିଣୀ। ଶେଷ ସମ୍ମାନ ଭାବେ ବିପିନ ରାୱତଙ୍କୁ ଦିଆଗଲା ୧୭ ତୋପ ସଲାମୀ । ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *