- ସାନ୍ତାଳୀ, ମୁଣ୍ଡାରୀ, ହୋ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜ୍ୟ ଭାଷା ମାନ୍ୟତା ସହିତ ସାନ୍ତାଳୀକୁ ଭାଷାଗତ ସଂଖ୍ୟା ଲଘୁ ମାନ୍ୟତା ଏବଂ ମୁଣ୍ଡାରୀ, ଭୂମିଜ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା।
- ଆଜିଠୁ ଆରମ୍ଭ ହେବାକୁ ଥିବା ଡାକ୍ତରୀ ନାମଲେଖା ପ୍ରକ୍ରିୟା ସ୍ଥଗିତ | MBBS ଓ BDS ନାମଲେଖା ପାଇଁ କାଉନସେଲିଂକୁ ସ୍ଥଗିତ ରଖିଲା OJEE | ପରବର୍ତ୍ତୀ ବିଜ୍ଞପ୍ତି ଯାଏ ପଞ୍ଜୀକରଣକୁ ଘୁଞ୍ଚାଇଲେ OJEE ଅଧ୍ୟକ୍ଷ