ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭାର ଶୀତ ଅଧିବେଶନ। ପୂର୍ବାହ୍ନରେ ସାଢ଼େ ୧୦ରୁ ଦେଢ଼ଟା ଯାଏ ବସିବ ଅପରାହ୍‌ଣରେ ୪ଟାରୁ ୬ଟା ଯାଏ ଗୃହକାର୍ଯ୍ୟ, ଡିସେମ୍ବର ୧ରୁ ୩୧ ଅଧିବେଶନ । ପ୍ରଥମ ଦିନ ଅପରାହ୍‌ଣ ୫ଟାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ ।

Leave a Reply

Your email address will not be published. Required fields are marked *