

- ଭୁବନେଶ୍ୱରରୁ ସମ୍ବଲପୁରକୁ ୧୮ ଘଣ୍ଟିଆ ଘରୋଇ ବସ୍ ସେବା ବନ୍ଦ ଡାକରା; ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ଡକାରା ଦେଲା ଘରୋଇ ବସ୍ ମାଲିକ ସଂଘ,୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ବନ୍ଦ ଡାକରା ଦେଇଛି ସଂଘ, ପଦକ୍ଷେପ ନନେଲେ ଜାନୁଆରୀ ୧ରୁ NH-୫୫କୁ ବୟକଟ୍ ଚେତାବନୀ
- କୋରୋନା ପ୍ରଭାବିତ ୨୨୪ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ । ଆମେରିକାରେ ଦୈନିକ ମୃତ୍ୟୁ ୧୫୪୪, ମୋଟ ୮ ଲକ୍ଷ ୩୨ ହଜାର ୯୩୯ ମୃତ । ବିଶ୍ବରେ କୋଭିଡ ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ଭାରତ, ବ୍ରାଜିଲ ତୃତୀୟ ।