

- ଶ୍ରୀମନ୍ଦିର ସମ୍ମୁଖରେ ସ୍ଥିତି ଅସମ୍ଭାଳ ; ବାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ
- ଭୁବନେଶ୍ବରର ବିଭିନ୍ନ ରଙ୍ଗ ଦୋକାନରେ ଚଢ଼ାଉ । ପ୍ରଦ୍ୟୂଷଣ ନିୟନ୍ତ୍ରଣ ବିଭାଗ ଓ କମିସନରେଟ ପୋଲିସର ମିଳିତ ଚଢ଼ାଉ । କେମିକାଲ ମିଶ୍ରିତ ରଙ୍ଗ ବିକ୍ରି ହେଉଛି ନା ନାଇ ତାହା ଯାଞ୍ଚ କରୁଛି ଟିମ୍ । କିଛି ରଙ୍ଗ ଦୋକାନରୁ ସ୍ନୋ ସ୍ପ୍ରେ ଜବତ କରିଛି ପୋଲିସ ।