

- ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିସନରଙ୍କ ସୂଚନା ଆଦିତ୍ୟ ପାଢ଼ୀଙ୍କ ପତିକ୍ରିୟା; ଗତକାଲି ଜିଲ୍ଲାପାଳମାନଙ୍କ ସହ VCରେ ଆଲୋଚନା ହୋଇଥିଲା, ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ, ବ୍ଲକସ୍ତରରେ ଗଣତି ହେବ, ବ୍ଲକରେ ଷ୍ଟ୍ରଙ୍ଗ ରୁମ କରାଯିବ, ତେଣୁ ଅଧିକ ବାଲାଟ ବକ୍ସର ଆବଶ୍ୟକ ପଡିବ
- ଶିଶୁଙ୍କୁ ୨ଟି ଡୋଜ ଟିକା ନେବାକୁ ବିଜୟ ପାଣିଗ୍ରାହୀ ପରାମର୍ଶ