ଶିଶୁଙ୍କୁ ୨ଟି ଡୋଜ ଟିକା ନେବାକୁ ବିଜୟ ପାଣିଗ୍ରାହୀ ପରାମର୍ଶ

ଆଜି ସଂଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରେନିଂ ଦିଆଯିବ, ୨ ବର୍ଷରୁ ୧୮ ବର୍ଷ ମଧ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି, ଏକା ସଙ୍ଗେ ଶିଶୁଙ୍କୁ ଟିକା ଦେବାକୁ ହେଲେ ଟିକାକାରଣ କେନ୍ଦ୍ର ବଢ଼େଇବାକୁ ହେବ, ରାଜ୍ୟରେ ଶିଶୁଙ୍କୁ ଟିକାକରଣ ନେଇ ପରିବାର କଲ୍ୟାଣ ବିଭାଗ ନିର୍ଦେଶକଙ୍କ ସୂଚନା, ରାଜ୍ୟରେ ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ ଟିକା ‘ପିଲାମାନେ ଇଞ୍ଜେକ୍ସନକୁ ଡରୁଥିବାରୁ ଏହି ଉପାୟରେ ଦିଆଯିବ ଟିକା, ଏଥିପାଇଁ ସ୍ବତନ୍ତ SOP ଆସିବ, ନୂଆ ନିୟମ ଆଧାରରେ ଟିକାକରଣ ହେବ’: ବିଜୟ ପାଣିଗ୍ରାହୀ; ଶିଶୁଙ୍କୁ ୨ଟି ଡୋଜ ଟିକା ନେବାକୁ ବିଜୟ ପାଣିଗ୍ରାହୀ ପରାମର୍ଶ, ଏନେଇ ଆଜି ସଂଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରେନିଂ ଦିଆଯିବ, ୨ ବର୍ଷରୁ ୧୮ ବର୍ଷ ମଧ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି, ଏକା ସଙ୍ଗେ ଶିଶୁଙ୍କୁ ଟିକା ଦେବାକୁ ହେଲେ ଟିକାକାରଣ କେନ୍ଦ୍ର ବଢ଼େଇବାକୁ ହେବ

Leave a Reply

Your email address will not be published. Required fields are marked *