

- ଅପରାଧିକ ମାମଲାରେ ମିଆଁମାରର ନୋବେଲ ବିଜେତା ଅଙ୍ଗ୍ ସାନ୍ ସୁ କି’ଙ୍କୁ ୪ବର୍ଷ ଜେଲ ଦଣ୍ଡ
- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୨୧୦ ଜଣ AEE- Asst Executive Engineer ପାଇଲେ ନିଯୁକ୍ତି। ୨୦୨୪ ସୁଦ୍ଧା ସବୁ ଗାଁରେ ଘରକୁ ପାଇପ ଯୋଗେ ପାଣି, ସବୁ କଚ୍ଚାଘରକୁ ପକ୍କା କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ଅଧିକ ମାନବ ସମ୍ବଳ ଯୋଗାଉଛନ୍ତି ସରକାର | ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ଗୁରୁତ୍ବ ଦିଅ : CM