ରାଜ୍ୟରେ ଦିନକରେ ଆଉ ୪ ହଜାର ୮୪୨ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୩ , ସଂଗରୋଧରୁ ୨୮୦୯ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩୩ ରୋଗୀ ଚିହ୍ନଟ | ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୭୧ ଜଣ , ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୪୧ ହଜାର ୬୮କୁ ବୃଦ୍ଧି | ୫୮ ହଜାର ୫୩୩ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ|

Leave a Reply

Your email address will not be published. Required fields are marked *