ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୨୧୦ ଜଣ AEE- Asst Executive Engineer ପାଇଲେ ନିଯୁକ୍ତି। ୨୦୨୪ ସୁଦ୍ଧା ସବୁ ଗାଁରେ ଘରକୁ ପାଇପ ଯୋଗେ ପାଣି, ସବୁ କଚ୍ଚାଘରକୁ ପକ୍କା କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ଅଧିକ ମାନବ ସମ୍ବଳ ଯୋଗାଉଛନ୍ତି ସରକାର | ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ଗୁରୁତ୍ବ ଦିଅ : CM

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୨୧୦ ଜଣ AEE- Asst Executive Engineer ପାଇଲେ ନିଯୁକ୍ତି। ୨୦୨୪ ସୁଦ୍ଧା ସବୁ ଗାଁରେ ଘରକୁ ପାଇପ ଯୋଗେ ପାଣି, ସବୁ କଚ୍ଚାଘରକୁ ପକ୍କା କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ଅଧିକ ମାନବ ସମ୍ବଳ ଯୋଗାଉଛନ୍ତି ସରକାର | ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ଗୁରୁତ୍ବ ଦିଅ: CM

Leave a Reply

Your email address will not be published. Required fields are marked *