

- ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ ବିଧାନସଭା ଅଧିବେଶନ ସମୟରେ ମୋଟରଯାନ ଚଳାଚଳ ନିମନ୍ତେ କଟକଣା । ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି କଟକଣା ବିଧାନସଭା ସଲଗ୍ନ ରାସ୍ତା ପାଇଁ କାର୍ଯ୍ୟକାରୀ କରାଯିବ । ସୂଚନା ଜାରି କଲା ପୋଲିସ
- 5T ଅଧିନରେ ରାଜ୍ୟର ୬ଟି ଜିଲ୍ଲାର ୨୩୯ଟି ସ୍ମାର୍ଟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । VC ଯୋଗେ ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁଗୁଳରେ ୯୦, ଯାଜପୁରରେ ୬୪, ଢେଙ୍କାନାଳରେ ୪୧, ବରଗଡ଼ରେ ୨୨, କୋରାପୁଟରେ ୧୭, ଗଜପତି ଜିଲ୍ଲାର ୫ ହାଇସ୍କୁଲ ରୂପାନ୍ତରଣ ହୋଇଛି ।