Fast News ବରଗଡ଼ ପଦ୍ମପୁରର ଡୁବଲାବାହାଲ ଛକରେ ସଡ଼କ ଦୁର୍ଘଟଣା, ଭାରସାମ୍ୟ ହରାଇ ଇଟାଗଦାରେ ପିଟି ହେଲା ପିକ୍ଅପ୍, ଗାଡ଼ିର ଡ୍ରାଇଭର ଓ ହେଲପର ମୃତ, ଗାଡ଼ଟି କାଠପଟା ନେଇ ସୋହଲାରୁ ପଦ୍ମପୁର ଯାଉଥିଲା November 14, 2021November 14, 2021 S pani 0 Comments Read more
Fast News ଆଜିଠାରୁ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ କମିବ, ଶୀତର ପ୍ରଭାବ ରହିବନି, ଆକାଶ ମେଘାଚ୍ଛନ୍ନ ରହିବା ସମ୍ଭାବନା, ରାତି ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ, ୧୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା November 14, 2021November 14, 2021 S pani 0 Comments Read more