ବିଜେଡିର ଆଉ ୩ ନେତା ମିଡିଆ ପାନେଲିଷ୍ଟ ନିଯୁକ୍ତ, ଗୌତମବୁଦ୍ଧ ଦାସ, ଲୋରା ମହାପାତ୍ର ମିଡିଆ ପାନେଲିଷ୍ଟ ନିଯୁକ୍ତ । ସ୍ବାଗତିକା ମହାନ୍ତିଙ୍କୁ ବି ମିଡିଆ ପାନେଲିଷ୍ଟ ନିଯୁକ୍ତ କଲା ବିଜେଡି, BJD ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କ ସୂଚନା ।

ବିଜେଡିର ଆଉ ୩ ନେତା ମିଡିଆ ପାନେଲିଷ୍ଟ ନିଯୁକ୍ତ, ଗୌତମବୁଦ୍ଧ ଦାସ, ଲୋରା ମହାପାତ୍ର ମିଡିଆ ପାନେଲିଷ୍ଟ ନିଯୁକ୍ତ । ସ୍ବାଗତିକା ମହାନ୍ତିଙ୍କୁ ବି ମିଡିଆ ପାନେଲିଷ୍ଟ

Read more

ଵାଙ୍କି ଅଞ୍ଚଳରେ ହାତୀର ଉପଦ୍ରବ ଦେଖିବାକୁ ମିଳିଛି; ରାତିରେ ହାତୀ ପଲ ଫସଲ ନଷ୍ଟ କରି ଦେଉଥିବାରୁ ଉଜାଗର ରହି ନିଆଁ ହୁଲା ହାତରେ ଧରି ସୁନାର ଫସଲକୁ ଜଗି ରହିଛି ଚାଷୀ , ଡମପଡା ଓ ଚନ୍ଦକାରୁ ହାତୀପଲ ଆସି ଵାଙ୍କି ଅଞ୍ଚଳରେ ଅନେକ ଚାଷ ଜମିରେ ଫସଲକୁ ଦଳିଚକଟି ନଷ୍ଟ କରି ଦେଉଛନ୍ତି

Read more

ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡ ଉପରକୁ ଅଣ୍ଡାମାଡ଼, ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଅଣ୍ଡାମାଡ଼, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଥାନାରେ ଅଟକ

Read more

ରାଜ୍ୟର ଶୈଶବ ଏବେ ନିଶା କବଳରେ, ରାଜ୍ୟର ଅଧିକାଂଶ ଶିଶୁ ମାରାତ୍ମକ ନିଶା ଦ୍ୱାରା ଆକ୍ରାନ୍ତ, ରାଜ୍ୟରେ ନିଶା କାରବାର ବଢୁଛି, ଶିଶୁମାନେ ପ୍ରଭାବିତ ହେଉଛନ୍ତି; ଏହା ଆମ ସମସ୍ତଙ୍କ ପାଇଁ ଉଦ୍‌ବେଗର ବିଷୟ- ରାଜ୍ୟପାଳ

Read more

ବିଦା ହେଲେ ପ୍ରତାପ ସାମଲ; ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, OPHWCର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅପାରଗତା ଓ ଦୁର୍ନୀତି ଯୋଗୁଁ ବାଧ୍ୟତାମୂଳକ ଅବସର

Read more

କୋଭିଡ ପଜିଟିଭ ହୋଇଥିବା ସତ୍ତ୍ୱେ ବିଧାୟକ ସୁରେଶ କୁମାର ରାଉତରାୟ ବାହାରେ ବୁଲୁଛନ୍ତି, ଏହା ତାଙ୍କ ପାଇଁ ତଥା ତାଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ହେଉଛି ଚର୍ଚ୍ଚା

Read more

ମମିତା ମେହେର ହତ୍ୟା ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୩ ତାରିଖକୁ ଧାର୍ଯ୍ୟ, ମାମଲାର ବିଚାର ଫାଷ୍ଟ ଟ୍ରାକ୍‌ କୋର୍ଟରେ କରିବା ପାଇଁ ଆବେଦନ କରିଥିଲେ ମମିତାଙ୍କ ବାପା

Read more

ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ: ନବୀନ, କେନ୍ଦୁଝରରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଲେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ, ମୁଁ ଚାହେଁ- ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ

Read more

ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ମାଗିଲେ ଜିଲ୍ଲାପାଳ, ତଦନ୍ତ ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ସରକାରୀ ଯାଗାରେ ବେଆଇନ ନିର୍ମାଣ ହେଉଥିବା ନେଇ ପୂର୍ବରୁ ରିଜସ୍ବ ନୀରିକ୍ଷକଙ୍କ ପକ୍ଷରୁ ଜାରି ହୋଇଥିଲା ନୋଟିସ

Read more