ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ; ଏଥିନିମନ୍ତେ ଗତକାଲି ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇଥିଲା; ଏହାପରେ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ମହାଦେବଙ୍କ ନିକଟରେ ଗଜଭୋଗ ଲାଗି କରା ଯାଇଥିଲା

Read more

ନୀଳଗିରି-ଉଦଳା ରାସ୍ତାର ସଜନାଗଡ଼ ଜଙ୍ଗଲରେ ଡକାୟତି ଉଦ୍ୟମ, ରାସ୍ତା ଉପରେ ଗଛ କାଟି ପକାଇ ବସରୁ ଡକାୟତି ଉଦ୍ୟମ, ଭୁବନେଶ୍ୱର ଆସୁଥିବା ଘରୋଇ ବସ୍‌ରୁ ଡକାୟତି, ବନବିଭାଗର ପାଟ୍ରୋଲିଂ ଗାଡ଼ି ପହଞ୍ଚି ଯିବାରୁ ଘଟଣାସ୍ଥଳ ଛାଡ଼ି ଚମ୍ପଟ ମାରିଲେ ଡକାୟତ

Read more

କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍‌, ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘର ସମେତ ୩ଟି ସ୍ଥାନରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ, ସୁବର୍ଣ୍ଣପୁର କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍‌ସର ଚଢ଼ାଉ ଜାରି

Read more

କେନ୍ଦୁଝରରେ ଆଜି ହେବ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ, ଭିଡିଓ କନଫରେନସିଂ ଯୋଗେ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ, ୪ ଲକ୍ଷ ୧୯ ହଜାର ୭୮୭ ହିତାଧିକାରୀ ଉପକୃତ ହେବେ, ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

Read more