ଝାରସୁଗୁଡ଼ା ବିମାନବନ୍ଦରରେ ଆଜି ପାଳନ ହେବ ଉଡ଼ାଣ ଉତ୍ସବ, ଯୋଗଦେବେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜ୍ୟ ପରିବହନ ମନ୍ତ୍ରୀ ଓ ସଚିବ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ, ମନ୍ତ୍ରୀଙ୍କ ସହ ବିମାନରେ ଉଡ଼ିବେ ଠକର ବାବା ଆଶ୍ରମର ୧୮ ଅସହାୟ ଶିଶୁ

Read more

ଓଡ଼ିଶାରୁ ଚାଲାଣ ହୋଇଥିବା ଗଞ୍ଜେଇ ବିହାରରେ ଜବତ, ପାଟନାରେ ୩୧୨ କେଜି ଗଞ୍ଜେଇ ଜବତ କଲା NCB, ୨ ଗିରଫ, ବଖତିୟାରପୁର-ବିହାର ଶରିଫ ଅଞ୍ଚଳରେ ଏକ ଟ୍ରକରୁ ଗଞ୍ଜେଇ ଜବତ, ରାୟଗଡ଼ାର ଗୁଣପୁର ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହୋଇଥିବା ସୂଚନା, ତଦନ୍ତ ଜାରି ଥିବା NCB ମହାନିର୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କ ସୂଚନା

Read more

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ରାଜ୍ୟରେ BJDର ଆନ୍ଦୋଳନ, ଆଜି କଟକ RDC ଅଫିସ ଘେରିବେ ବିଜେଡି ଛାତ୍ର, ଯୁବ ଓ ମହିଳା ସଂଗଠନ, କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନର ସବୁ ବ୍ଲକ୍‌ରେ ମଧ୍ୟ ହେବ ଆନ୍ଦୋଳନ, କାଲି ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର RDC ଡିଭିଜନରେ ଆନ୍ଦୋଳନ ନିଷ୍ପତ୍ତି

Read more

ଗଞ୍ଜାମ ଖଲ୍ଲିକୋଟରେ ଜଣେ ନକଲି ଥାନା ଅଧିକାରୀ ଗିରଫ, ଚିକିଲି ଗାଁର ନକଲି IIC ସୁନୀଲ ଗୌଡ଼କୁ ଗିରଫ କଲା ପୋଲିସ, ଖଲ୍ଲିକୋଟ IICଙ୍କ ନାଁ ନେଇ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ, ଧମକପୂର୍ଣ୍ଣ ଫୋନ୍‌ କଲ୍‌ ରେକର୍ଡିଂ ଭାଇରାଲ ହେବା ପରେ ପଦକ୍ଷେପ

Read more