ରାଜ୍ୟରେ ଦିନକରେ ଆଉ ୭,୪୨୬ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂଗରୋଧରୁ ୪୩୦୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୧୨୦ କୋରୋନା ରୋଗୀ ଚିହ୍ନଟ |୭୪୨୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୬୭ ଜଣ

Read more