ରାଜ୍ୟରେ ଦିନକରେ ଆଉ ୭,୪୨୬ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂଗରୋଧରୁ ୪୩୦୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୧୨୦ କୋରୋନା ରୋଗୀ ଚିହ୍ନଟ |୭୪୨୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୬୭ ଜଣ | ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮କୁ ବୃଦ୍ଧି | ଏଯାଏ ସୁସ୍ଥ ହେଲେଣି ୧୧ ଲକ୍ଷ ୪୨ ହଜାର ୧୬୧ ରୋଗୀ | ୭୪ ହଜାର ୫୧୨ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *