ଭୁବନେଶ୍ବର ଟଙ୍କପାଣି ବ୍ରିଜ ତଳୁ ଅପରିଚିତ ଯୁବକର ମୃତଦେହ ଉଦ୍ଧାର । ପାଣି ଭିତରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମୃତ୍ୟୁର କାରଣ ଅସ୍ପଷ୍ଟ, ସହିଦନଗର ପୋଲିସର ତଦନ୍ତ ଜାରି ।

ଭୁବନେଶ୍ବର ଟଙ୍କପାଣି ବ୍ରିଜ ତଳୁ ଅପରିଚିତ ଯୁବକର ମୃତଦେହ ଉଦ୍ଧାର । ପାଣି ଭିତରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମୃତ୍ୟୁର କାରଣ ଅସ୍ପଷ୍ଟ,

Read more