ଆସନ୍ତାକାଲି ରାଜ୍ୟର ସବୁ ପଞ୍ଚାୟତରେ ହେବ ନାଏବ ସରପଞ୍ଚ ନିର୍ବାଚନ । ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ପ୍ରାର୍ଥୀମାନେ କରିପାରିବେ ନାମାଙ୍କନ । ଦିନ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ | ଦିନ ୧୨ଟାରୁ ୧ଟା ଯାଏ ଭୋଟ ଗ୍ରହଣ, ଦିନ ୧ଟା ପରେ ଗଣତି ପରେ ଫଳାଫଳ ।

ଆସନ୍ତାକାଲି ରାଜ୍ୟର ସବୁ ପଞ୍ଚାୟତରେ ହେବ ନାଏବ ସରପଞ୍ଚ ନିର୍ବାଚନ । ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ପ୍ରାର୍ଥୀମାନେ କରିପାରିବେ ନାମାଙ୍କନ । ଦିନ ୧୧ଟାରୁ ୧୧ଟା

Read more

ପିପିଲି : ନିଖୋଜ ହେବାର ୩ ଦିନ ପରେ ନାବାଳକର ମୃତଦେହ ଠାବ | ଟିଉସନକୁ ଯାଇ ଘରକୁ ଫେରିନଥିବା ଗୋବିନ୍ଦପୁର ଅଞ୍ଚଳର ନାବାଳକର ମୃତଦେହ ଉଦ୍ଧାର ହୋଇଛି । ନାବାଳକକୁ ହତ୍ୟା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳବାସୀ ପିପିଲି ଟୋଲଗେଟ୍ ନିକଟରେ ରାସ୍ତାରୋକ କରିଛନ୍ତି |

ପିପିଲି : ନିଖୋଜ ହେବାର ୩ ଦିନ ପରେ ନାବାଳକର ମୃତଦେହ ଠାବ | ଟିଉସନକୁ ଯାଇ ଘରକୁ ଫେରିନଥିବା ଗୋବିନ୍ଦପୁର ଅଞ୍ଚଳର ନାବାଳକର ମୃତଦେହ ଉଦ୍ଧାର

Read more

ମଣିପୁରରେ ବିଜେପିର ପ୍ରଥମ ବିଜୟ । ଇମ୍ପାଲ ଇଷ୍ଟ ଜିଲ୍ଲାର ହେଇଙ୍ଗଗାଙ୍ଗ ଆସନରେ ବୀରେନ୍ ସିଂ ବିଜୟୀ ।

ମଣିପୁରରେ ବିଜେପିର ପ୍ରଥମ ବିଜୟ । ଇମ୍ପାଲ ଇଷ୍ଟ ଜିଲ୍ଲାର ହେଇଙ୍ଗଗାଙ୍ଗ ଆସନରେ ବୀରେନ୍ ସିଂ ବିଜୟୀ ।

Read more

ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ଗଣତି ଜାରି ଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଛୁଆ | ଦୁଇଟି ଯାକ ଆସନରେ ପଛୁଆ ଅଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି | ଚମକୌର ସାହିବ ଆସନ ଏବଂ ଭଦୌର ଆସନରେ ମୁଖ୍ୟମନ୍ତ୍ରୀ ଚନ୍ନି ପଛୁଆ | ଅମୃତସର ପୂର୍ବ ଆସନରେ ନବୋଜିତ ସିଂହ ସିଦ୍ଧୁ ପଛୁଆ |

ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ଗଣତି ଜାରି ଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଛୁଆ | ଦୁଇଟି ଯାକ ଆସନରେ ପଛୁଆ ଅଛନ୍ତି ମୁଖ୍ୟମନ୍ତ୍ରୀ

Read more