କୋରାପୁଟ ପଟ୍ଟାଙ୍ଗୀ ଥାନା ପୁଙ୍ଗାର ଗାଁ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା ; ଟ୍ୟାଙ୍କର କାର ମୁହାଁମୁହିଁ ଧକ୍କା, ୩ ଜଣଙ୍କ ମୃତ୍ୟୁ

ଉଜୁଡ଼ିଗଲା ସୁନାର ସଂସାର। ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ଶିଶୁକନ୍ୟାର ଜୀବନ। କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର ପୁଙ୍ଗାର ଗାଁନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ

Read more