ଦେଶରେ ୨୪ ଘଣ୍ଟାରେ କୋରୋନାରୁ ୩୭୯ ମୃତ, ଦିନକରେ ୧୬,୮୬୨ ଆକ୍ରାନ୍ତ ଚିହ୍ନଟ, ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୧ ହଜାର ୮୧୪କୁ ବୃଦ୍ଧି, ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୪୦ ଲକ୍ଷ ୩୭ ହଜାର ୫୯୨କୁ ବୃଦ୍ଧି, ମୋଟ ଆକ୍ଟିଭ କେସ୍- ୨,୦୩,୬୭୮, ସୁସ୍ଥ-୩,୩୩,୮୨,୧୦୦

Leave a Reply

Your email address will not be published. Required fields are marked *