- ୨୦୨୧ ଅକ୍ଟୋବର ୩୧ ସୁଦ୍ଧା ହାଇକୋର୍ଟରେ ବିଚାର ନହୋଇ ପଡ଼ିରହିଛି ୧ ଲକ୍ଷ ୮୭ ହଜାର ୨୮ଟି ମାମଲା | ଜିଲ୍ଲା କୋର୍ଟରେ ପଡ଼ି ରହିଛି ୧୭ ଲକ୍ଷ ୬୮ ହଜାର ୭୦୪ ମାମଲା | ଗତ ୩ ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲା ଫଇସଲା ହୋଇଛି : ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର
- ୫ ବର୍ଷରେ ମଲେଣି ୪୦୬ ହାତୀ ୨୦୧୬ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୪୦୬ ହାତୀଙ୍କ ମୃତ୍ୟୁ । ଦୁର୍ଘଟଣାରେ ୧୬୨, ଶିକାରୀ ଦ୍ବାରା ୧୧ ଏବଂ ଅନ୍ୟାନ୍ୟ କାରଣ ପାଇଁ ୯୦ ହାତୀଙ୍କ ମୃତ୍ୟୁ । ରେଳ ଦୁର୍ଘଟଣାରେ ୧୪, ରାସ୍ତା ଦୁର୍ଘଟଣାରେ ୪, ବିଦ୍ୟୁତ ଆଘାତରେ ୫୪, ଶିକାରୀଙ୍କ ଦ୍ବାରା ୧୧ ହାତୀଙ୍କ ଜୀବନ ଯାଇଛି |