୫ ବର୍ଷରେ ମଲେଣି ୪୦୬ ହାତୀ | ଦୁର୍ଘଟଣାରେ ୧୬୨, ଶିକାରୀ ଦ୍ବାରା ୧୧ ଏବଂ ଅନ୍ୟାନ୍ୟ କାରଣ ପାଇଁ ୯୦ ହାତୀଙ୍କ ମୃତ୍ୟୁ

୫ ବର୍ଷରେ ମଲେଣି ୪୦୬ ହାତୀ | ୨୦୧୬ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୪୦୬ ହାତୀଙ୍କ ମୃତ୍ୟୁ । ଦୁର୍ଘଟଣାରେ ୧୬୨, ଶିକାରୀ ଦ୍ବାରା ୧୧ ଏବଂ ଅନ୍ୟାନ୍ୟ କାରଣ ପାଇଁ ୯୦ ହାତୀଙ୍କ ମୃତ୍ୟୁ । ରେଳ ଦୁର୍ଘଟଣାରେ ୧୪, ରାସ୍ତା ଦୁର୍ଘଟଣାରେ ୪, ବିଦ୍ୟୁତ ଆଘାତରେ ୫୪, ଶିକାରୀଙ୍କ ଦ୍ବାରା ୧୧ ହାତୀଙ୍କ ଜୀବନ ଯାଇଛି

Leave a Reply

Your email address will not be published. Required fields are marked *