

- ୫ ବର୍ଷରେ ମଲେଣି ୪୦୬ ହାତୀ | ଦୁର୍ଘଟଣାରେ ୧୬୨, ଶିକାରୀ ଦ୍ବାରା ୧୧ ଏବଂ ଅନ୍ୟାନ୍ୟ କାରଣ ପାଇଁ ୯୦ ହାତୀଙ୍କ ମୃତ୍ୟୁ
- ଭୀମସାରର ୧୨ ଜଣ ଛାତ୍ରୀଙ୍କଠାରେ ଡେଲ୍ଟା ଭରିଆଣ୍ଟ ଚିହ୍ନଟ | ରିପୋର୍ଟ ଅନୁଯାୟୀ ଦୁଇ ଜଣଙ୍କର ସମ୍ପୂର୍ଣ୍ଣ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ | ଆଉ ୧୦ ଜଣଙ୍କର ମାଇଲଡ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି | ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି | VIMSARର ଡିନ ପ୍ରଫେସର ଜୟଶ୍ରୀ ଦୋରାଙ୍କ ସୂଚନା |