ବର୍ଷା ଲାଗି ରହିଥିବାରୁ ଆସନ୍ତା ୬ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

ବାରିପଦା : ଆସନ୍ତା ୬ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ବର୍ଷା ଲାଗି ରହିଥିବାରୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ବନ୍ଦ ପାଇଁ ନିଷ୍ପତ୍ତି ନେଲେ, ପୂର୍ବରୁ ୪ ଓ ୫ ତାରିଖ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ପାଇଁ ଘୋଷଣା ହୋଇଥିଲା

Leave a Reply

Your email address will not be published. Required fields are marked *