ରାଜଧାନୀରୁ ୫୦୬ କିଲୋ ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କଲା NCB ସବ୍‌ ଡିଭିଜନ । ୩ ଅଭିଯୁକ୍ତ ରାଜ୍ୟ ବାହାରର । ୨ ଜଣ ପଞ୍ଜାବର, ଜଣେ ହରିୟାନାର । ଚନ୍ଦକା ପିତାପଲ୍ଲୀ ଅଞ୍ଚଳରୁ ଗଞ୍ଜେଇ ଜବତ । ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ ଏନସିବି |

Leave a Reply

Your email address will not be published. Required fields are marked *