

- ଆଜି ଷଷ୍ଠ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା, ଆରମ୍ଭରୁ ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ, ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ବିରୋଧୀଙ୍କ ହୋହଲ୍ଲା, ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି
- ୨୦୨୧ ଅକ୍ଟୋବର ୩୧ ସୁଦ୍ଧା ହାଇକୋର୍ଟରେ ବିଚାର ନହୋଇ ପଡ଼ିରହିଛି ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ଜିଲ୍ଲା କୋର୍ଟରେ ପଡ଼ି ରହିଛି |୧୭ ଲକ୍ଷ ୬୮ ହଜାର ୭୦୪ ମାମଲା ଗତ ୩ ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲା ଫଇସଲା ହୋଇଛି | ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର |