ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ଆଜି ଅପରାହ୍‌ଣରେ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ । ୨ ଦିନ ଧରି ସନ୍ତୋଷଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଜବତ ହୋଇଥିଲା ୪୨ ଲକ୍ଷ ଟଙ୍କା । ଅନେକ ସ୍ଥାନରେ ସନ୍ତୋଷଙ୍କ ଫ୍ଲାଟ, କୋଠା ଓ ଜମି ଠାବ ହୋଇଥିଲା

Leave a Reply

Your email address will not be published. Required fields are marked *