ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରି ମାମଲାରେ ସୋନପୁରର ୨ ଜଣ ମହାଦେବ ଥପା ଓ ଶୁଶାନ୍ତ ବେହେରାକୁ ଗିରଫ କଲା ସୋନପୁର ପୋଲିସ। ଗତ ୩୦ ତାରିଖ ରାତିରେ ମନ୍ଦିର ଗେଟ୍‌ର ତାଲା ଭାଙ୍ଗି ଚୋରି ହୋଇଥିଲା ମାଆଙ୍କ ରୂପା ମୁକୁଟ ଓ ୨ଟି ଛତ୍ର। ଅଭିଯୁକ୍ତଙ୍କଠାରୁ ୧୨୦ ଗ୍ରାମର ରୂପା ବିସ୍କୁଟ ଜବତ

Leave a Reply

Your email address will not be published. Required fields are marked *