- ଦିନ ୧୨ଟା ସୁଦ୍ଧା ମୁଣ୍ଡଳିରେ ପ୍ରବାହିତ ହେବ ୮ଲକ୍ଷ କ୍ୟୁସେକ ଜଳ | ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦେଶ, ଦୁର୍ବଳ ନଦୀ ବନ୍ଧ ଉପରେ ଧ୍ୟାନ ଦେବାକୁ ନିର୍ଦେଶ
- ଅଭୂତପୂର୍ବ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦୁଇ ଦିନ ପାଇଁ ସଟଡାଉନ ହେଲା ଇରାନ