Fast News ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ February 4, 2025February 4, 2025 Sai Sudha 0 Comments ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ | ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ଯା | ବାସାଗୁଡ଼ା ଥାନା ଅନ୍ତର୍ଗତ ବଡ଼ାଗାଚେରୁ ଗାଁରେ ବର୍ବରତା ହତ୍ଯା | ପରେ ଗାଁରେ ମୃତଦେହ ଛାଡ଼ିଲେ ମାଓବାଦୀ | ମୁନ୍ନା ମାଡ଼ଭି ଓ ରାଜୁ କରାମଙ୍କୁ ମାଓବାଦୀଙ୍କ ନିର୍ମମ ହତ୍ଯା |