ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରତି ଗାଁକୁ ବିକଶିତ କରାଯିବ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |

ଖୋର୍ଦ୍ଧା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ | ଖୋର୍ଦ୍ଧା ଜଙ୍କିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ | ଦୌଡ଼ିବ ଗାଁ ବିକାଶର ଗାଡ଼ି, ‘ସୁଦୃଢ଼ ହେବ ଗ୍ରାମୀଣ ଭିତ୍ତିଭୂମି ଓ ଅର୍ଥନୀତି’ | ୫ବର୍ଷରେ ଖର୍ଚ୍ଚ ହେବ ୫କୋଟି ଟଙ୍କା:ମୁଖ୍ୟମନ୍ତ୍ରୀ |

Leave a Reply

Your email address will not be published. Required fields are marked *