ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ଘୁଞ୍ଚିବ ପରୀକ୍ଷା | ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ପାଇଁ କିଟ୍ର ନିଷ୍ପତ୍ତି |ପରୀକ୍ଷା ଘୁଞ୍ଚାଇବା ସହ ରିମେଡିଆଲ କ୍ଲାସ ହେବ | ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର | ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା | କିଟ୍ ଘଟଣାରେ ଆଜି ପ୍ରଥମ ଶୁଣାଣି ଅଛି: ମନ୍ତ୍ରୀ |