କମିସନରେଟ ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ, ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଗ୍ୟାଙ୍ଗକୁ କାବୁ କଲା ପୋଲିସ, ୫୧ଟି ମୋବାଇଲ ଫୋନ, ଗୋଟିଏ ବାଇକ୍ ଜବତ, ଏହି ଗ୍ୟାଙ୍ଗ୍ ଭୋର ସମୟରେ ଡକାୟତି କରନ୍ତି, ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକଗୁଡ଼ିକୁ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ପୋଲିସର ସୂଚନା

Leave a Reply

Your email address will not be published. Required fields are marked *