ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଗୁରୁତ୍ବପୂର୍ଣ୍ଣ ବୈଠକ | କେଭି ସିଂହଦେଓଙ୍କ ଘରେ BJPର ବୈଠକ | ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ | BJP ସାଧାରଣ ସମ୍ପାଦକ, ରାଜ୍ୟ ସଭାପତି ସାମିଲ | ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ | ନିଗମ ଓ ବୋର୍ଡ ଅଧ୍ୟକ୍ଷ ଚୂଡ଼ାନ୍ତ ନେଇ ଆଲୋଚନା |

Leave a Reply

Your email address will not be published. Required fields are marked *