ମାର୍କିନ ଗାୟିକାଙ୍କ ବିସ୍ଫୋରକ ବୟାନ: ମୋଦୀ ସରକାରକୁ ଅସ୍ଥିର କରିବାକୁ ଅଭିଜିତ୍ ଦୀପ୍କେଙ୍କୁ ଆମେରିକାରୁ ପାଣ୍ଠି ମିଳୁଛି
ନୂଆଦିଲ୍ଲୀ:କକ୍ରୋଚ ଜନତା ପାର୍ଟି (ସିଜେପି) ଦ୍ବାରା ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ଆନ୍ଦୋଳନକୁ ନେଇ ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ୍ ବିସ୍ଫୋରକ ବୟାନ ରଖିଛନ୍ତି।
Read more