ଯାଜପୁର କୋରେଇରେ ଗୋଳେଇପୁର ପଞ୍ଚାୟତ ସୋତି ୟୁଜିଏମଇ ସ୍କୁଲରେ ମତଦାନ ବେଳେ ବିଡିଓଙ୍କୁ ମାଡ଼ । ବୁଥ ଜବରଦଖଲ ଅଭିଯୋଗ, ୪ଟି ବୁଥରେ ମତଦାନ ବନ୍ଦ। 8, 9, 10 ଓ 11ନଂ ବୁଥରେ ଭୋଟ ବେଳେ ଦୁର୍ବୃତ୍ତଙ୍କ ଦ୍ବାରା ଗଣ୍ଡଗୋଳ । କୋରେଇ ବିଡିଓ ରଞ୍ଜନ ପରିଡ଼ାଙ୍କ ଉପରେ ଆକ୍ରମଣ |

Leave a Reply

Your email address will not be published. Required fields are marked *