ପଞ୍ଚାୟତ ନିର୍ବାଚନ ପାଇଁ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ଦିନ ସବୈତନିକ ଛୁଟି ପାଇଁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ | ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁହେବ ନିୟମ | କର୍ମଚାରୀଙ୍କ ଆବେଦନ ସତ୍ତ୍ବେ ଛୁଟି ନଦେଲେ ଅପରାଧ | ଆସନ୍ତା ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ |

Leave a Reply

Your email address will not be published. Required fields are marked *