

- ମନରେଗା ଟଙ୍କା ବଣ୍ଟନକୁ ନେଇ ଗାଙ୍ଗପୁର ଥାନା ପଣିବନ୍ଧ ଗାଁରେ ସାମାନ୍ୟ ବଚସାରୁ ବୋମାମାଡ଼; ଜଣେ ଗୁରୁତର ଅବସ୍ଥାରେ MKCGକୁ ସ୍ଥାନାନ୍ତର, ଆଉ ଜଣେ ସାମାନ୍ୟ ଆହତ ହୋଇ ଧରାକୋଟରେ ଚିକିତ୍ସାଧୀନ ଅଛନ୍ତି
- ମମିତା ହତ୍ୟାକାଣ୍ଡକୁ ନେଇ ବ୍ରହ୍ମପୁରରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ; ଏସ୍ପି ଅଫିସ ଘେରାଉ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି, ବ୍ୟାରିକେଡ ଭାଙ୍ଗିବା ସହ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼